ଟାକୁଟାକୁ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରି. (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଭୋକରେ ପାଟୁ ପାଟୁ ହେବା ବା ବିକଳ ହେବା — ୧. To feel the extrteme pangs of hunger.
୨. ଖାଇବା ପାଇଁ ଟାକି ରହିବା — ୨. To wait impatiently for food.