ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଟାକୁଟାକୁ ହେବା
ଭାଷା
ଦେଖିବେ
ସମ୍ପାଦନା
ଟାକୁଟାକୁ ହେବା
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Ṭāku-tāku hebā
ଆଇ.ପି.ଏ.
— ʈˈakuʈˌaku hˈewba
ଦେଶଜ - କ୍ରି. (ଧ୍ୱନ୍ୟନୁକରଣ)
ସମ୍ପାଦନା
୧. ଭୋକରେ ପାଟୁ ପାଟୁ ହେବା ବା ବିକଳ ହେବା — ୧. To feel the extrteme pangs of hunger.
୨. ଖାଇବା ପାଇଁ ଟାକି ରହିବା — ୨. To wait impatiently for food.