ଟାକୁଆ ମୁହାଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଟାକୁଆମୁହୀଁ—ସ୍ତ୍ରୀ)

ଦେଶଜ - ବିଶେଷଣ - ପୁଂ. (ଗାଳି) ସମ୍ପାଦନା

ଯାହାର ମୁହଁ ଆମ୍ୱ ଟାକୁଆ ଭଳିଆ ଲମ୍ୱା ଓ ଚେପ୍ଟା —(a term of abuse) Having a long and narrow face; bony-faced.