ଟାକୁଆ ଗାଲୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଟକୁଆଗାଲେଈ—ଅନ୍ୟରୂପ)

ଦେଶଜ - ବିଶେଷଣ - ସ୍ତ୍ରୀ. (ଗାଳି) ସମ୍ପାଦନା

ଯେଉଁ ସ୍ତ୍ରୀର ଗାଲ ଆମ୍ୱ— ଟାକୁଆ ପରି ଚେପ୍ଟା ହୋଇ ପାଟିର ଗହ୍ୱର ମଧ୍ୟକୁ ପଶି ଯାଇଥାଏ ଓ ଥୋଡ଼ି ବାହାରିଥାଏ —(a term of abuse) Bony-cheeked; (a woman) with sunken cheeks and long snout.


[ ଦ୍ର—ଏପରି ସ୍ତ୍ରୀଙ୍କ ମୁଖ ବଡ଼ ଅଘଟଣ ଦେଖାଯାଏ ଏ ବିଶେଷଣ ସ୍ତ୍ରୀମାନଙ୍କୁ ଗାଲି ଦେବାରେ ବା ଚିଡ଼ାଇବାରେ ବ୍ୟବହୃତ ହୁଏ ]