ଟାକୁଆ ଗାଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯେଉଁ ଗାଲ ଟାକୁଆ ପରି ସେମ୍ଟା ବା ଚେପଟା ହୋଇଥାଏ (ଏହା ଦନ୍ତହୀନତା ବାର୍ଦ୍ଧକ୍ୟ ଓ ଦୁର୍ବଳତାର ଚିହ୍ନ) —Hollow cheek (due to old age and ill health).