ଟାକୁଆ
ଟାକୁଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଟାକୁଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କ?)
ସମ୍ପାଦନା- ୧. ପକ୍ୱ ଆମ୍ୱଫଳର ମଞ୍ଜି — ୧. Stone of the ripe mango fruit.
ଆମ୍ୱ ଖାଇଲା ପୁଅକୁ ଟାକୁଆ ଭଣ୍ଡଉଛି—ଢଗ
- ୨. (ସଂସ୍କୃତ - ତର୍କ) ବାଣୀ ବା ଝୋଟର ସୁତୁଲି କାଟିବାର ତାକୁଡ଼ି —୨. A spindle for spinning strings of jute or hemp.
- ୩. ତାକୁଡ଼ି ମୂଳରେ ଥିବା ମାଟିର, ଖପରାର ବା ପଥରର ପାତଳା ଚକତି —୩. A thin round piece attached to the base of a spindle.
ବିଶେଷଣ -
ସମ୍ପାଦନାଟାକୁଆ ପରି ଚେପଟା —Flat like a mango- stone.
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
ସମ୍ପାଦନାଏକପ୍ରକାର ମିଷ୍ଟାନ୍ନ ଖଜା — A kind of sweetmeat like the stone of mango.
[ଦ୍ରଷ୍ଟବ୍ୟ —ପୁରୀ ଜଗନ୍ନାଥଙ୍କଠାରେ ଏହି ପିଠା ଭୋଗ ହୁଏ ଏହାର ଆକୃତି ଆମ୍ୱ ଟାକୁଆ ପରି ହୋଇଥିବାରୁ ଏହାକୁ ଟାକୁଆ ବୋଲି କହନ୍ତି]
(ଗଡ଼ଜାତ) ବିଶେଷ୍ୟ -
ସମ୍ପାଦନାଏକପ୍ରକାର ମୋଟା ବନ୍ୟ ଲତା —A kind of thick wild creeper.
[ଦ୍ରଷ୍ଟବ୍ୟ —ଏହା ଆମ୍ୱ ପ୍ରଭୃତ୍ତି ବଡ଼ ଗଛରେ ମାଡ଼େ ଏହାକୁ ଲଇ କରନ୍ତି ଏ ଲତାକୁ ଛେଚି ଚିପୁଡ଼ିଲେ ଏଥିରୁ ମହୁପରି ବହଳ ରସ ବାହାରେ ତେଣୁ ଲୋକେ ଏହାକୁ ମହୁ ସଙ୍ଗେ ମିଶାଇ ବିକନ୍ତି]