ଟାକର ମାରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ଠଣା ମାରିବା; ଆଘାତ କରିବା — ୧. To rap with the knuckle.

ଟାକର ମାରି ମୋ ଆଶା, ମୁଣ୍ଡେ ଖଞ୍ଜରୀଟଦୃଶା— କବିସୂର୍ଯ୍ୟ. ସଙ୍ଗୀତ

୨. (ଲକ୍ଷଣାର୍ଥ) ଉପହାସ କରିବା — ୨. (figurative) To jeer at.
୩. (ଲକ୍ଷଣାର୍ଥ) ବଳିଯିବା; ଉତ୍କୃଷ୍ଟ ହେବା — ୩. (figurative) To excel.

ନାକରମଣୀକୁ ଟାକର ମାରୁଛି ତୋ କରପଇଠଧରା ଦାସୀ— କବସୂର୍ଯ୍ୟ. ସଙ୍ଗୀତ



ଟାକର ମାରିବା

ଦେଶଜ - କ୍ରିୟାପଦ -

ସମ୍ପାଦନା

ବକ୍ରାଙ୍ଗୁଳି ପୃଷ୍ଠଦ୍ୱାରା କୌଣସି ବ୍ୟକ୍ତିର ମୁଣ୍ଡର ଖପୁରିରେ ଆଘାତ କରିବା