ଟାକରା ଫୁଟାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଟାକରା ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

ତାଳୁରେ ଜିଭ ଲଗାଇ ଶବ୍ଦ କରିବା —To utter a clicking sound with the tongue and the palate.

ପାଟିରେ ଟାକରା ଫୁଟାଉଅଛି— ଫକରମୋହନ. ଛଣାଣ ଆଠଗୁଣ୍ଠ