ଟାକର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

(ଧ୍ୱନ୍ୟନୁକରଣ) ଠଣା; ଆଙ୍ଗୁଠିର ଗଣ୍ଠିଦ୍ୱାରା ମୁଣ୍ଡର ଖପୁରିରେ କରାଯିବା ଆଘାତ — A rap on the skull with the knuckles.

ପୁରନ୍ଦରମଣି ଶ୍ୟାମେ ଅଛି ମୋ ତରସ ପର ପରିବାଦ ମୁଣ୍ଡେ ଟାକର ବରଷ କବିସୂର୍ଯ୍ୟ. ସଙ୍ଗୀତ