ଟାଉନ୍ ସ୍କୁଲ
ଟାଉନ୍ ସ୍କୁଲ
ଉଚ୍ଚାରଣ
ସମ୍ପାଦନା(ଟାଉନ୍ ଇସ୍କୁଲ—ଅନ୍ୟନାମ)
ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟାଉନ୍+ସ୍କୁଲ)
ସମ୍ପାଦନା- ୧. ସହରରେ ଥିବା ବିଦ୍ୟାଳୟ —A school in a town.
- ୨. (ନାମ) କଟକ ସହରରରେ ସ୍ୱର୍ଗୀୟ ରାୟବହାଦୂର ମଧୂସୂଦନ ରାଓଙ୍କ ସ୍ଥାପିତ 'ଟାଉନ ଭିକ୍ଟୋରିଆ ହାଇ ଇଙ୍ଗ୍ଲିସ୍ ସ୍କୁଲ'ର ଡାକ ନାମ — ୨. The name by which the Town Victoria Rai High English school started by the late Bahadoor madhusudan Rao at Cuttack is popularly known.