ଟାଉଟାଉ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଣ—(ସଂସ୍କୃତ - ତ୍ୱରିତ) ସମ୍ପାଦନା

ଅତିଶୀଘ୍ର; ତ୍ୱରିତଭାବରେ — Sharp; very quickly hastily.

(ଯଥା—ପିଲାମାନେ ୧ ବେଳେ ଗାଧୋଇ ଟାଉଟାଉ କରି ଭାତ ଗଣ୍ଡାଏ ଖାଇ ଦେଇ ସ୍କୁଲକୁ ଦଉଡ଼ନ୍ତି)

ବିଶେଷଣ - ସମ୍ପାଦନା

୧. ଚଞ୍ଚଳ; ଅସ୍ଥିର —୧. Restless.
୨. ଉବ୍ଦିଗ୍ନ —୨. Anxious.

ରସିଣ କିଟାଇ ଫିଟାଉ ଫିଟାଉ ଟାଉ ଟାଉ ହେଲା ମନ—ଅଭିମନ୍ୟୁ. ବିଦଗ୍ଧ. ଚିନ୍ତାମଣି

୩. ଅସ୍ଥିରପ୍ରକୃତିକ; ଅବ୍ୟବସ୍ଥିତ ଚିତ୍ତ ୩. Of restless desposition; fickle-minded.