ଟାଉଟାଉ
ଟାଉଟାଉ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. ବିଣ—(ସଂସ୍କୃତ - ତ୍ୱରିତ)
ସମ୍ପାଦନାଅତିଶୀଘ୍ର; ତ୍ୱରିତଭାବରେ — Sharp; very quickly hastily.
(ଯଥା—ପିଲାମାନେ ୧ ବେଳେ ଗାଧୋଇ ଟାଉଟାଉ କରି ଭାତ ଗଣ୍ଡାଏ ଖାଇ ଦେଇ ସ୍କୁଲକୁ ଦଉଡ଼ନ୍ତି)
ବିଶେଷଣ -
ସମ୍ପାଦନା- ୧. ଚଞ୍ଚଳ; ଅସ୍ଥିର —୧. Restless.
- ୨. ଉବ୍ଦିଗ୍ନ —୨. Anxious.
ରସିଣ କିଟାଇ ଫିଟାଉ ଫିଟାଉ ଟାଉ ଟାଉ ହେଲା ମନ—ଅଭିମନ୍ୟୁ. ବିଦଗ୍ଧ. ଚିନ୍ତାମଣି
- ୩. ଅସ୍ଥିରପ୍ରକୃତିକ; ଅବ୍ୟବସ୍ଥିତ ଚିତ୍ତ ୩. Of restless desposition; fickle-minded.