ଟାଉଁ ଟାଉଁ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

କ୍ରୋଧ ବା ଘୃଣାରେ (ନାସିକା) କୁଞ୍ଚନ କରିବା; (ନାକ) ଛିଞ୍ଚାଡ଼ିବା; ଚିଡ଼ି ଚିଡ଼ି ହେବା —To fret with anger or contempt.