ଟାଇମ୍ପୀସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

ଟେବଲ ଉପରେ ବା କାନ୍ଥକୁରାରେ ରଖାଯିବା ଏକପ୍ରକାର ଘଣ୍ଟା —Time-piece.

[ଦ୍ରଷ୍ଟବ୍ୟ —ଏହା ପକେଟ୍ଘଡ଼ି ବା ବାଚ୍ ଠାରୁ ବଡ଼; ଏଥିରେ ସମୟଜ୍ଞାପକ ଘଣ୍ଟି ବାଜେ ନାହିଁ]