ଟାଇମ୍ଟେବଲ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଟାଇମ୍ଟେବ୍ଲ, ଟାଇମଟେବୁଲ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟାଇମ୍ଟେବ୍ଲ୍)

ସମ୍ପାଦନା

ରେଳ ଗାଡ଼ିର ଯିବା ଆସିବାର ନିର୍ଦ୍ଦିଷ୍ଟ ସମୟଜ୍ଞାନ ପୁସ୍ତକ — Railway time-table.