ଟାଇପ୍
ଟାଇପ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂ)
ସମ୍ପାଦନା- ୧. ଛାଞ୍ଚରେ ଢଳା ହୋଇ ଥିବା ସୀସାରେ ତିଆରି ଛାପିବାର ଅକ୍ଷର — ୧. Type cast in mould for printing.
- ୨. ଛାପା ଅକ୍ଷରର ପ୍ରକାର — ୨. Type; kind or class of printed letter.
[ଦ୍ରଷ୍ଟବ୍ୟ —ଛାପା ଅକ୍ଷରର ଆକାରପ୍ରକାରଭେଦରେ ଟାଇପ୍ର ଭିନ୍ନ ଭିନ୍ନ ନାମ ଅଛି ===
ଯଥା—ଗ୍ରେଟ୍ ପ୍ରାଇମର୍, ଇଙ୍ଗ୍ଳିସ୍ୱଡ଼ୀ, ପାଇକା, ସ୍ମଲ୍ ପାଇକା, ଲଙ୍ଗ୍ ପ୍ରାଇମର୍]