ଟାଇଁଟାଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା

୧. କଠିନ ବା ଧାତୁମୟ ପଦାର୍ଥରେ କୌଣସି କଠିନ ବସ୍ତୁ ବାଡ଼େଇବାର ଧ୍ୱନି — ୧. Metallic hard sound; sound of striking a metal with another hard substance.

[ଦ୍ରଷ୍ଟବ୍ୟ —ଘଣ୍ଟା ବାଡ଼େଇବାର; କମାର ହାତୁଡ଼ିରେ ଲୁହା ବାଡ଼େଇବାର; ଶୁଖିଲା ଟେକାଟାଏ ଫମ୍ପା ହାଣ୍ଡିରେ ଜୋର୍ରେ ବାଜିବାର ଶବ୍ଦକୁ ଟାଇଁ ଟାଇଁ ଶବ୍ଦ କୁହାଯାଏ]

୨. ତୀବ୍ର; ପ୍ରଚଣ୍ଡ; କଠୋରଭାବରେ — ୨. Afflicting; giving pain; sharply.

(ଯଥା—ଖରାଟା ଟାଇଁ ଟାଇଁ ମାରୁଛି)

୩. ଟାଉଁ ଟାଉଁ; ବିରକ୍ତିଆ; ଚିଡ଼ିଚିଡ଼ି —୩. Fretting.

ଆଉ ସବୁବେଳେ ଟାଇଁଟାଇଁ, ଗହ୍ମା ପୁନିଅଁ ଦିନ ମାଇଁ—ଢଗ