ଟାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟାଇ=ବନ୍ଧନୀ) ସମ୍ପାଦନା

୧. ଦୁଇ ଜଣ ପରୀକ୍ଷାର୍ଥୀଙ୍କର ପରୀକ୍ଷାରେ ସମାନ ନମ୍ୱର ରହିବା ଅବସ୍ଥା — ୧. A tie between two examinees.
୨. ଦୁଇ ପ୍ରତିଦ୍ୱନ୍ଦୀ ଖେଳାଳୀଙ୍କର ଖେଳରେ ସମାନ ଫଳ ପାଇବା ଅବସ୍ଥା — ୨. A tie between two players in a game.

[ଦ୍ରଷ୍ଟବ୍ୟ —ଏ ଦୁଇଜଣଙ୍କୁ ଉଚ୍ଚତର ଓ ନିମ୍ନତର ନ କରି ଦୁଇ— ଜଣଙ୍କ ନାମ ଲେଖି ଗୋଟିଏ ବ୍ରାକେଟ୍ ବା ବନ୍ଧନୀ ଦିଆଯାଏ]