ଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଟି—ଆଦରାର୍ଥକ)

ଦେଶଜ - (ଅବ୍ୟୟ) ସମ୍ପାଦନା

୧. (ଅନାଦରାର୍ଥ ପ୍ରତ୍ୟୟ; ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୋଗ ହେଲେ ସଂଖ୍ୟା ନିର୍ଦ୍ଦେଶ କରେ)— (ଏତେ) ଗୋଟା — ୧. (Particle affixed to a word to denote number) So many.

(ଯଥା—ଦଶଟା ଲୋକ ଆସିଥିଲେ)

୨. (ବସ୍ତୁ ନିର୍ଦ୍ଦେଶକ; ବକ୍ତାର ଦୃଢ଼ତାଦ୍ୟୋତକ ବ୍ୟବହାର)—ସେ; ତାହା; ଏହା — ୨. (used in emphasis) That; this; it.

(ଯଥା—ଗୋରୁଟା ଫସଲ ଖାଇଗଲା)

[ଦ୍ରଷ୍ଟବ୍ୟ —ଏହିପରି ସ୍ଥଳରେ ଆଦରାର୍ଥରେଟି ପ୍ରତ୍ୟୟ ହୁଏ]

୩. (ଏତେ) ଘଣ୍ଟା ବାଜିବା ସମୟ — ୩. O'clock.

(ଯଥା—୫ଟା ବେଳ ହେଲାଣି)