ଟହଲେଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ଟହଲିବା କ୍ରିୟାର ଣିଜନ୍ତରୂପ — ୧. The causative form of 'ṭahalibā'.
୨. ଘୋଡ଼ା ଆଦିଙ୍କୁ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ପ୍ରତିଦିନ ସକାଳୁ ବୁଲାଇନେବା; ଶ୍ରମ ଅପନୋଦନାର୍ଥ ଚଲାଇବା — ୨. To take out for a walk; to walk up and down (a horse).

ଘୋଡ଼ା ଚାରୋଟିକି ଯେ ଫିଟାଇଣ ଦେଲେ ଟହଲାଇ ସାରିଣ ଧରି ଛିଡ଼ା ହେଲେ—କୃଷ୍ଣସିଂହ. ମହାଭାରତ. ବନ

୩. ବୁଲାଇବା; ଚଳାଇବା — ୩. To cause to move.