ଟହଲିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଟହଲିଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁ. (ହିନ୍ଦୀ. ଟହଲୁଆ) ସମ୍ପାଦନା

୧. ସେବାକାରୀ; ଯେଉଁ ଚାକର ପ୍ରଭୁଙ୍କର ସେବା କରେ ବା ଆଦେଶ ବହନ କରେ — ୧. Orderly servant; personal attendant.
୨. ପାଇଟିଆଳ —୨. Menial servant.
୩. ଦେବାଳୟ ବା ମଠର ନୀଚଭୃତ୍ୟସେବାକାରୀ ବୈଷ୍ଣବ — ୩. A mendicant who does the menial duties of a temple or math.