ଟହଲାଇବା
ଟହଲାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. ଟହଲିବା କ୍ରିୟାର ଣିଜନ୍ତରୂପ — ୧. The causative form of 'ṭahalibā'.
- ୨. ଘୋଡ଼ା ଆଦିଙ୍କୁ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ପ୍ରତିଦିନ ସକାଳୁ ବୁଲାଇନେବା; ଶ୍ରମ ଅପନୋଦନାର୍ଥ ଚଲାଇବା — ୨. To take out for a walk; to walk up and down (a horse).
ଘୋଡ଼ା ଚାରୋଟିକି ଯେ ଫିଟାଇଣ ଦେଲେ ଟହଲାଇ ସାରିଣ ଧରି ଛିଡ଼ା ହେଲେ—କୃଷ୍ଣସିଂହ. ମହାଭାରତ. ବନ
- ୩. ବୁଲାଇବା; ଚଳାଇବା — ୩. To cause to move.