ଟହଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ହିନ୍ଦିରୁ ଅନୁକୃତ; ସଂସ୍କୃତ - ଚଳ ଧାତୁ) ସମ୍ପାଦନା

୧. ପରିକ୍ରମା; ଚାଲବୁଲ — ୧. Wandering; walking up and down; roving; rambling, perambulation.
୨. ସ୍ୱାସ୍ଥ୍ୟରକ୍ଷାର୍ଥେ ଭ୍ରମଣ — ୨. Constitutional walk.


୩. ଘୋଡ଼ାକୁ ସକାଳେ ସଇସର ଟହଲାଇବା — ୩. The taking out of a horse for a morning walk or stroll.
୪. ଚାକିରି —୪. Service.
୫. ଗୃହର ବା ଦେବ ମନ୍ଦିରର ବା ମଠର ନୀଚ କାର୍ଯ୍ୟ — ୫. Menial household duties.
୬. ସେବା; ଶୁଶ୍ରୁଷା — ୬. Service of or attendance on a master.