ଟହଟହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ଅ. (ସଂସ୍କୃତ - ଅଟ୍ଟହାସ୍ୟ) ସମ୍ପାଦନା

ଉଚ୍ଚହାସ୍ୟ ଧ୍ୱନି — Loud lough.

ହାସ ପ୍ରକାଶ କଲେ ଟହଟହ ହୋଇ—କୃଷ୍ଣସିଂହ. ମହାଭାରତ. ଆଦି

ଅନୁବାଦ ସମ୍ପାଦନା

ଦେଶଜ - ବିଣରବିଶେଷଣ - ସମ୍ପାଦନା

୧. (ଏହି ଅର୍ଥରେ 'ରଙ୍ଗ ଟହଟହ' ପ୍ରୟୋଗ ହୁଏ) ଅତ୍ୟନ୍ତ ଗାଢ଼ (ରକ୍ତ ବର୍ଣ୍ଣ) — Deep (red)
୨. ସମ୍ପୂର୍ଣ୍ଣ ରୂପେ (ପକ୍ୱ) —୨. Fully (ripe).