ଦେଶଜ - ବିଣ— (ସଂସ୍କୃତ - ଟଣ୍ଟକ=ରକ୍ତବର୍ଣ୍ଣ)
ସମ୍ପାଦନା
- ୧. ସୁନ୍ଦର; ରମଣୀୟ; ମନୋହର — ୧. Beautiful; graceful.
ଟହକହାସୀ କିଶୋରୀ ମନ, ଟକ ପରି ରସେ ବୁଡ଼ିବ ଘେନ— ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
- ୨. ରକ୍ତବର୍ଣ୍ଣ —୨. Red.
ଟହକ ଗଛର ମହକ ଫଳ, ଉପରେ କାହିଁକି ପଡ଼ିଲୁ?—ଢ଼ଗ
(ଆମ୍ୱଗଛ ଫଳକୁ ଲକ୍ଷ୍ୟ କରି)