ଟଳାଇବା
ଟଳାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଟଳ ଧାତୁ)
ସମ୍ପାଦନା- ୧. (ଟଳିବା କ୍ରିୟାର ଣିଜନ୍ତ ରୂପ)—ଟାଳିବା (ଦେଖ) - ୧. The causative form of ṭaḻibā Ṭāḻibā (See).
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]