ଟଳା
ଟଳା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଳ; ଦଳନୀ) ସମ୍ପାଦନା
- ୧. ବୋଲୁଅ; ବଡ଼ ଟେକା; ଲୋଷ୍ଟ୍ରା; ତେଲା; ତେଣୁଆ —୧. Clod of earth.
- ୨. ମାଟିର ବଡ଼ ବଡ଼ ଖଣ୍ଡ — ୨. Large lumps of dry earth.
- ୩. (ମାଛ, ମାଂସ, ଅଫିମ ଆଦିର) ବଡ଼ ବଡ଼ ଖଣ୍ଡ ବା ମୁଣ୍ଡା — ୩. Big pieces or bits (of a fish etc.)
(ଯଥା—ସେ ନିତି ସକାଳୁ ଅଫିମ ଟେଳାଏ ଖାଏ)
[ଦ୍ରଷ୍ଟବ୍ୟ —'ଟେଳା' 'ଟେକା' ଠାରୁ ଆକାରରେ ବଡ଼]