ଟଳଟଳାୟମାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଟଳଟଳାୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଟଳୁଥିବା — ୧. Tottering; reeling.
୨. କମ୍ପମାନ — ୨. Shaking; wavering.
୩. ଅସ୍ଥିର —୩. Restless.