ଟଲେମି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ଆଲେକଜାଣ୍ଡ୍ରିଆର ପ୍ରସିଦ୍ଧ ଗ୍ରୀକ୍ ଜ୍ୟୋତିଷୀ —Ptolemy.

[ଦ୍ରଷ୍ଟବ୍ୟ —ଏହାଙ୍କ ଗ୍ରନ୍ଥକୁ ମୂଳ କରି ସଂସ୍କୃତ ଜ୍ୟୋତିଷ ରୋମକ ସିଦ୍ଧାନ୍ତ ରଚିତ ଆଶୋକଙ୍କ ଲିପିରେ ଏହାଙ୍କ ନାମ ତୁରମୟ ବୋଲି ଲେଖାଅଛି]