ଟର୍ଣ୍ଣୀ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଟର୍ନୀ; ଟରନୀ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଆଟର୍ଣ୍ଣୀ=ମକ୍ତାର୍)

ସମ୍ପାଦନା

ଅର୍ଥଲୋଭରେ ମୁକ୍ତାର ଓକିଲଙ୍କ ନିକଟରେ ମକ୍କେଲ୍ ଜୁଟାଇବା ଲୋକ —A tout; a procurer of legal business for legal practitioners.