ଟର୍ଚ ମାରିବା

(ଟର୍ଚ ଲଇଟ୍ ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ଆଧୁନିକ)

ସମ୍ପାଦନା

ବିଜୁଳି ବତିଯୁକ୍ତ ଟର୍ଚର ଆଲୋକକୁ କୌଣସି ବ୍ୟକ୍ତି ବା ବସ୍ତୁ ଉପରକୁ ପକାଇବା