ଟରକେଇବା
ଟରକେଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ -
ସମ୍ପାଦନାଟରକିବା କ୍ରିୟାର ଣିଜନ୍ତରୂପ — Causative of Tarakibā
ଆସନ୍ନ ବପଦ ବିଷୟରେ କୌଣସି ବ୍ୟକ୍ତିର ବ୍ୟକ୍ତି ବା ଜୀବକୁ ପୂର୍ବରୁ ସାବଧାନ କରି ଦେଇ ତାକୁ ସେ ସ୍ଥାନ ତ୍ୟାଗ କରିବାର ସୁବିଧା କରିଦେବା —To scare away a person or animal from a place by givung a hint of impending danger.