ଟରକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଟରକିବା କ୍ରିୟାର ଣିଜନ୍ତରୂପ — Causative of Tarakibā

ଆସନ୍ନ ବପଦ ବିଷୟରେ କୌଣସି ବ୍ୟକ୍ତିର ବ୍ୟକ୍ତି ବା ଜୀବକୁ ପୂର୍ବରୁ ସାବଧାନ କରି ଦେଇ ତାକୁ ସେ ସ୍ଥାନ ତ୍ୟାଗ କରିବାର ସୁବିଧା କରିଦେବା —To scare away a person or animal from a place by givung a hint of impending danger.