ଟମକ ବାଜିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

କୌଣସି ବିଷୟ ସର୍ବତ୍ର ଉଦ୍ଘୋଷିତ ହେବା — Wide publication of a matter.

ଟମକଇ ବାଜଇ ଜଗତ ଯାକେ ତୁ କି ନ ଜାଣୁ କପଟ କବିସୂର୍ଯ୍ୟ, ସଙ୍ଗୀତ