ଟମକିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଧେଣ୍ଡୁରା ଦେବା ଲୋକ; ନାଗରଚୀ — Drummer.

ସେ ଡଗରା ନାୟକ ଶୁଣି ବାହାରିଲା ଟମକିଆମାନଙ୍କ ଆଗରେ କହିଲା କୃଷ୍ଣସିଂହ. ମହାଭାରତ. ବନ.