ଟମକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ୱନ୍ୟନୁକରଣ) ସମ୍ପାଦନା

୧. ନାଗରା; ଧେଣ୍ଡୁରା — ୧. Drum; tom tom.

ଟମକ ଯେ ବାଜେ ବ୍ରଜ ବଜାରେ କବିସୂର୍ଯ୍ୟ. ସଙ୍ଗୀତ

୨. ନାଗରାଦ୍ୱାରା ଘୋଷଣା —୨. Proclamation; publication by beat of drum.