ଟଭର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ଜାହାଜିଆ ଶବ୍ଦ; ଇଂ ଟପ୍ସେଲ୍) ସମ୍ପାଦନା

ଜାହାଜର ମାସ୍ତୁଲର ଆଗ ପାଖରେ ବନ୍ଧାହେବା ପାଲ — Top sail.

ଡୋଲ ଉପରେ ସଭର, ଟଭର—ପଛକୁ କଲମି ଡୋଲ ଆଉ ବରଗାମନ ଟେକି ଦେଇ ଶେଡ ଗୁଡ଼ାଇ ଠିକ କରି ରଖି ଦେଇଛନ୍ତି ଫକୀରମୋହନ, ଗଳ୍ପସ୍ୱଳ୍ପ