ଟବ୍ କରି
(ଟବ୍କିନା, ଟବ୍କିନି, ଟବ୍କିରି, ଟବ୍ଦସ୍—ଅନ୍ୟରୂପ)
(ପାଣିରେ କୌଣସି ପଦାର୍ଥ ଭାରୀ ପଡ଼ି) ହଠାତ୍ (ବୁଡ଼ିଯିବା ଶବ୍ଦ) —At once, with a splash (said of a heavy thing falling and sinking in water.)