ଟବ୍ଟବ୍

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

(ଟବର ଟବର—ଅନ୍ୟରୂପ)

ଦେଶଜ - ଅ. (ଧ୍ୱନ୍ୟନୁକରଣ)

ସମ୍ପାଦନା

ଜଳଦ୍ୱାରା ଅର୍ଦ୍ଧାଧିକ ପୂର୍ଣ୍ଣ ପାତ୍ର ଚ ହଲିଲେ ଯେଉଁ ଶବ୍ଦ ହୁଏ — Sound caused by shaking a vessel more than half full of water.

(ଯଥା—ପଇଡ଼ଟାରେ ପାଣି ଟବ୍ଟବ୍ ହଉଛି)

[ଦ୍ରଷ୍ଟବ୍ୟ —ଟବ୍ଟବ୍ ଠାରୁ ଟୁବ୍ ଟୁବ୍ କ୍ଷୁଦ୍ର ତର ଶବ୍ଦ]