ଟବ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

ନନ୍ଦିଆ; କୁଣ୍ଡ — Tub.

ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା

କୌଣସି ଭାରି ବସ୍ତୁର ପାଣିରେ ପଡ଼ି ବୁଡ଼ିଯିବାର ଶବ୍ଦ — The thumping sound of a heavy thing falling and sinking in water.

ଟପ୍ ପରି ରସେ ବୁଡ଼ିବ ଘେନ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି