ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଟପୁଡ଼ିଆଁ
ଭାଷା
ଦେଖିବେ
ସମ୍ପାଦନା
ଟପୁଡ଼ିଆଁ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Ṭapu-diāñ
ଆଇ.ପି.ଏ.
— ʈˈʌpur.ˌiã
ଦେଶଜ - ବିଶେଷଣ -
ସମ୍ପାଦନା
୧. କୌଣସି କୈର୍ଯ୍ୟକୁ ଏଠୁଁ ସେଠୁଁ କରିବା; ରଅଠଅ କରି କାରାଯିବା (କର୍ମ) — ୧. Done in a slovenly manner.
(ଯଥା—ତାର ଯେତେକ କାମ ସବୁ ଟପୁଡ଼ିଆଁ)
୨. ଆବଡ଼ା ଖାବଡ଼ା —୨. Rough; uneven.
୩.
ତପୁଡ଼ିଆଁ
(ଦେଖ) - —Tapu-ḍiāñ (See)