ଟପିବା
ଟପିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ପଟ୍ ଧାତୁ=ଗତି କରିବା; ପଟ୍ ଧାତୁ ବ୍ୟବ— ହାରରେ ଟପ୍ ହୋଇଅଛି; କିମ୍ୱା ସଂସ୍କୃତ - ଲମ୍ଫ ଧାତୁ)
ସମ୍ପାଦନା- ୧. ଲମ୍ଫ ପ୍ରଦାନ କରି ଡ଼େଇଁ ଯିବା — ୧. To jump or leap over.
- ୨. ଅତିକ୍ରମ କରିବା —୨. To exceed; to pass over.
ଆରାବଲ୍ଲୀ ଶୃଙ୍ଗ ଟପି ଭେଟୁଥିଲା ଯାଇଁ ହିମଗିରି ଶିଖର ନନ୍ଦକିଶୋର. କୃଷ୍ଣକୁମାରୀ
- ୨. ବଳି ପଡ଼ିବା —୨. To excel.
(ଯଥା—ପାଠରେ ସେ ସମସ୍ତଙ୍କୁ ଟପି ଯାଏ)