ଟପାଟପ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ଅବିରାମ; ଗୋଟା ଗୋଟା କରି ଏକା— ଥରକେ —୧. In quick succession; without stopping.

ମୁନି ଋଷି ପାଇଲେ ଟପାଟପ ପାଖରେ ପକାଇ ଦିଏ— ନୀଳକଣ୍ଠ ଦାଶ ପିଲାଙ୍କ ରାମାୟଣ

୨. ଟପଟପ ଭାବରେ —୨. With a continuous pattering sound (as of rain).

(ଯଥା—ବର୍ଷା ଟପାଟପ୍ ଚାଲିଛି)