ଟପାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଟପିବା କ୍ରିୟାର ଣିଜନ୍ତରୂପ — ୧. The causative form of Ṭapibā
୨. ଟପି ଯିବାର ଉପାୟ କରିବା; ଡିଆଁଇବା — ୨. To cause to leap or jump over.
୩. ଅତିକ୍ରମ କରାଇବା — ୩. To cause to exceed or to outrun.

(ଯଥା—ପଛର ଅଶ୍ୱାରୋହୀ ଆଗରେ ଯାଉଥିବା ଘୋଡ଼ାକୁ ଟପାଇ ଆପଣା ଘୋଡ଼ାକୁ ଝପଟେଇ ନେଇ ଚାଲିଗଲା)