ଟପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଟପ୍ପା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲମ୍ଫ) ସମ୍ପାଦନା

୧. ସରଳ ତାଳଯୁକ୍ତ ଗୀତ ବିଶେଷ — ୧. A solo; a short light air music; a short merry song.
୨. (ତୁଳ. ଦ୍ରାବିଡ଼—ଟପାଲ) ଚିଠି ନେବାର ଡାକ; ପୋଷ୍ଟ —୨. Post.

ଟପା ଥିବା ବଚନ, ଗୋଚର ଯେତେ ସମାଚାର ଗୋପେ— କବିସୂର୍ଯ୍ୟ, କିଶୋରୀଚମ୍ପୂ. ଟ—ଗୀତ

୩. ଟପିବା; ଡ଼େଇଁବା —୩. Leaping; jumping.
୪. ଯେଉଁ ଲୋକ ଡାକଥଳି ବହେ — ୪. Post-man; postal runner.

ବାଟୋଇର ଭାବ ଦେଖି ନାଉରୀ ମଧ୍ୟ ତୋଠ ଆଡ଼କୁ ଚାହିଁ କହିଲା ଓହୋ ଟପାଟା ବାହୁଡ଼ିଲା ଯେ—ଫକୀରମୋହନ, ଛମାଣ ଆଠଗୁଣ୍ଠ

ଅନୁବାଦ ସମ୍ପାଦନା

୫. ଢାଗା ସିଲାଇ ବହୁଦୂର ବ୍ୟବଧାନରେ ଗୋଟାଏ ଲୋଖାଏ ଟାଙ୍କା ଦେଇ କରାଯିବା ସିଲେଇ; ଢାଗା — ୫. Long stich.


=== ପ୍ରାଦେଶିକ -

୧. (ଗଞ୍ଜାମ) ବି—ଯାନାଦିର ଡ଼ାବ —୧. Relay of horses for travelling a long distance.
୨. (ଗଡ଼ଜାତ) ବି—ରାଜାଦେଶରେ ରାଜ୍ୟ ମଧ୍ୟ ଦେଇ ଏକ ଗ୍ରାମରୁ ଗ୍ରାମାନ୍ତର ବାଟେ ଦୂର ଦେଶରୁ ପତ୍ରାଦି ବୁହା ଯିବାର ବନ୍ଦୋବସ୍ତ —୨. An arrangment a taking letters from village to villege.
୩. (ସମ୍ୱଲପୁର) ବି— ବ୍ୟଙ୍ଗୋକ୍ତିଦ୍ୱାରା କୌଣସି ବ୍ୟକ୍ତିକୁ ଚିଡ଼ାଇବା —୩. Teasing a person by innuendoes.