ଟପର ଟପର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ବଡ଼ ବଡ଼ ଟୋପାର ମେଘ ବରଷିବା ଶବ୍ଦ —୧. Pattering sound of rain.

ମେଘ ବରଷିଲା ଟପର ଟପର ମୋ ଦୁଆରେ କିଏ ରେ?—ଶିଶୁଗୀତ

[ଦ୍ରଷ୍ଟବ୍ୟ —ଏହାଠାରୁ ଛୋଟ ବର୍ଷାକୁ ଟୁପୁରୁ ଟୁପୁରୁ, ତାଠାରୁ କ୍ଷୀଣତାର ବର୍ଷାକୁ ଝିପିଝିପି, ତହୁଁ କ୍ଷୀଣରେ ବର୍ଷାକୁ ଲିଫିଲିଫି ଓ ତହୁଁ କ୍ଷୀଣରେ ବର୍ଷାକୁ କୁଣ୍ଡାଝଡ଼ା କହନ୍ତି]