ଟପଟପ
ଟପଟପ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ଅ. (ଧ୍ୱନ୍ୟନୁକରଣ) (ସଂସ୍କୃତ - ତିପ ଧାତୁ=କ୍ଷରଣ; ସଂସ୍କୃତ - ଆଟୋପ)
ସମ୍ପାଦନା- ୧. ବଡ଼ ବଡ଼ ଟୋପାରେ ବର୍ଷା ହେବା — ୧. Pattering of rain.
- ୨. ଆଖିରୁ ବଡ଼ ବଡ଼ ଟୋପାରେ ବହୁତ ଲୁହ ବୋହିବା — ୨. Weeping profusely; shedding profuse tears.
ଟପଟପ ନୀର ବରଷୁ ଅଛି ଯେ ତୋ ଖଞ୍ଜରୀଟ— କବିସୂର୍ଯ୍ୟ. ସଙ୍ଗୀତ
- ୩. କୌଣସି ପଦାର୍ଥକୁ ମୁନିଆଁ ପଦାର୍ଥରେ ଫୁଟାଇବା — ୩. Thursting a pointed thing into a soft thing.
ହଡ଼ା ବେଦନା କୁଆ ନ ଜାଣେ ଟପଟପ କରି ଠେଙ୍ଗୁରେ ହାଣେ—ଢଗ
- ୪. ପରର ମନକୁ ବାଧିଲା ପରି ନିଷ୍ଠୁର ବଚନ କହିବା — ୪. Speaking out harshly or shaprly; in a pain spoken manner.
ଟପଟପ ଭାଷା କେତେ ସହିବ—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି
(ଟପର ଟପର—ଅନ୍ୟରୂପ)
କ୍ରି.ବିଶେଷଣ -
ସମ୍ପାଦନାତୀକ୍ଷଣ୍ ଭାବରେ (ମୁନିଆଁ ଜିନିଷର ମୁନ ନରମ ପଦାର୍ଥରେ ଭୁଷିବା) —Sharply.
(ଯଥା—ଛୁଞ୍ଚିଟାକୁ ଦିହରେ ଟପଟପ ଫୋଡ଼ି ଦେଉଛି)