ଟପକ ନବିସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଟପକନବିସି, ଟପକନବିସିଆବିଣ

(ଟପକନବସି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଚୁଗୁଲିଆ; ଯେଉଁ ଲୋକ ଜଣକର ଗୁପ୍ତ କଥାକୁ ଅନ୍ୟବ୍ୟକ୍ତିର କାନରେ ଗୋପନରେ କହିଦିଏ ବା ପ୍ରକାଣ କରେ — ୧. One who reports secretly; a secret reporter; a backbiter; informer.
୨. ଯେଉଁ ଲୋକ ସାମାନ୍ୟରେ କୌଣସି କାର୍ଯ୍ୟକୁ ସାରିଦିଏ ଓ ମଝିରେ ଅନେକ ବିଷୟ ବା ଅଙ୍ଗ ଛା଼ଡ଼ିଯାଏ — ୨. A person who does any work in a slip- shod manner.