ଟପକ ନବିସ୍
ଟପକ ନବିସ୍
ଉଚ୍ଚାରଣ
ସମ୍ପାଦନାଟପକନବିସି, ଟପକନବିସିଆବିଣ
(ଟପକନବସି—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଟପକ ନବିସ୍
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଚୁଗୁଲିଆ; ଯେଉଁ ଲୋକ ଜଣକର ଗୁପ୍ତ କଥାକୁ ଅନ୍ୟବ୍ୟକ୍ତିର କାନରେ ଗୋପନରେ କହିଦିଏ ବା ପ୍ରକାଣ କରେ — ୧. One who reports secretly; a secret reporter; a backbiter; informer.
- ୨. ଯେଉଁ ଲୋକ ସାମାନ୍ୟରେ କୌଣସି କାର୍ଯ୍ୟକୁ ସାରିଦିଏ ଓ ମଝିରେ ଅନେକ ବିଷୟ ବା ଅଙ୍ଗ ଛା଼ଡ଼ିଯାଏ — ୨. A person who does any work in a slip- shod manner.