ଟପକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ବିପ ଧାତୁ=କ୍ଷରଣ; କିମ୍ୱା ଟପଟପ ଧ୍ୱନ୍ୟନୁ— କରଣ) ସମ୍ପାଦନା

୧. କୌଣସି ଜଳପୂର୍ଣ୍ଣ ପାତ୍ରରୁ ବା କୋଠାର ଛାତରୁ ଛିଦ୍ର ବାଟେ ଟୋପା ଟୋପା ହୋଇ ଜଳ ପଡ଼ିବା —To drip; to ooze or fall drop by drop (said of water from a leaking vessel or roof).
୨. କୌଣସି ଉଚ୍ଚ ସ୍ଥାନକୁ ଡ଼େଇଁ କରି ଯିବା — ୨. To leap or jump over a high place.