ଟଣ୍କିନି
ଟଣ୍କିନି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଟଣ୍ କରି, ଟଣ୍ କିନା, ଟଣ୍ କିରି, ଟଣ୍ ଦସ୍ଅନ୍ୟରୂପ
ଦେଶଜ - କ୍ର. ବିଣ—(ଧ୍ୱନ୍ୟନୁକରଣ)
ସମ୍ପାଦନା- ୧. ଟଣ୍ ଟଣ୍ ଶବ୍ଦ କରି —୧. Making a tinkling sound.
(ଯଥା—ଘଣ୍ଟା ଟଣ୍ କିନି ବାଜିଲା)
- ୨. ତୀବ୍ର ବେଦନା ବା ବଥା କରି — ୨. Giving acute pain.
- ୩. ହଠାତ୍ —୩. Suddenly.
(ଯଥା—ସୁତା ଖଣ୍ଡ ଟଣ୍ କିନି ଛିଣ୍ଡି ଗଲା)