ଟଣା ଯିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଟଣା ହେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

ଟାଣିବା କ୍ରିୟାର କର୍ମବାଚ୍ୟ ରୂପ — The passive voice of Tāṇibā

ସୁରଭି ସୁଷମ ବିବିଧ କୁସୁମମୟ ଚନ୍ଦ୍ରାତପ ଟଣାଯିବା କବିସୂର୍ଯ୍ୟ. ସଙ୍ଗୀତ