ଟଣା ଓଟରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଟଣାଝିଙ୍କା, ଟଣାଟଣିଅନ୍ୟରୂପ

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପରସ୍ପର ଓଟରା ଓଟରି ବା ଝିଙ୍କାଝିଙ୍କି — ୧. Mutual pulling or straining.
୨. ବିଶେଷ ଭାବରେ ଟାଣିବା ବା ଝିଙ୍କିବା — ୨. Pushing or shoving; straining.
୩. ଏକ ବସ୍ତୁକୁ ଏକ ସମୟରେ ବିପରୀତ ଦିଗରୁ ଝିଙ୍କିବା — ୩. Pulling a thing simultaneously from opposite direction.
୪. (ସମୟ ବା ଧନର) ଅଭାବ; ନଅଣ୍ଟ — ୪. Want; deficiency; falling short.